PropertyValue
?:author
?:datePublished
  • 2020-01-01 (xsd:date)
?:headline
  • ତଥ୍ୟ ଯାଞ୍ଚ : ଭାଇରାଲ ପୋଷ୍ଟରେ ଥିବା ଫୋଟୋ 2018ର, ଏବଂ ଏହାର କୋଭିଡ୍-19 ସହ କୌଣସି ସଂପର୍କ ନାହିଁ । (ne)
?:inLanguage
?:itemReviewed
?:reviewBody
  • ନିଷ୍କର୍ଷ : ଭାଇରାଲ୍ ପୋଷ୍ଟରେ ଦେଖାଯାଇଥିବା ଫଟୋଟି ପୁରୁଣା । ଏହା କରୋନା ଭାଇରସ୍ ସଂପର୍କୀତ ନୁହେଁ । କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେଲେ ଜଣେ ବ୍ୟକ୍ତିଙ୍କର ଗଳା ଦରଜ ହୋଇପାରେ । ଗଳାରେ ଜ୍ବଳନ ହେବା ଭଳି ଅନୁଭବ କିମ୍ବା ଅଲସର୍ ହୋଇପାରେ, କିନ୍ତୁ ଫୋଟୋରେ ଦେଖାଯାଉଥିବା ଆଘାତ ବ୍ୟାକ୍ଟେରିଆ ଯୋଗୁଁ ହୋଇଥିବା ଜଣା ପଡୁଛି । ଏହା ଭାଇରାଲ୍ ପୋଷ୍ଟଟି ବିଭ୍ରାନ୍ତିକର । (ne)
?:reviewRating
rdf:type
?:url