PropertyValue
?:author
?:datePublished
  • 2022-01-01 (xsd:date)
?:inLanguage
?:reviewBody
  • ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଗରମ ନଡ଼ିଆ ପାଣି ଦ୍ବାରା କ୍ୟାନସର ଠିକ ହେବା ଦାବି ଭୁଲ୍ ଅଟେ । ଏଭଳି କୌଣସି ଗବେଷଣା ହୋଇ ନାହିଁ , ଯାହା ପୁଷ୍ଟି କରିବ ଯେ ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ସେଲ୍ ମରିଯାଇଥାଏ । ଏଥିସହ ବିଶ୍ବାସ ନ୍ୟୁଜ୍ ମଧ୍ୟ ଜାଣିବାକୁ ପାଇଲା ଯେ, ଟାଟା ମେମୋରିଆଲ୍ ସେଣ୍ଟରର ଡାକ୍ତର ରାଜେନ୍ଦ୍ର ଏ. ବାଦବେଙ୍କ ଦ୍ବାରା ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ଏବଂ ନା ଗରମ ନଡ଼ିଆ ପାଣି ପିଇଲେ କ୍ୟାନସର ଠିକ୍ ହୋଇଥାଏ । (ne)
?:reviewRating
rdf:type
?:url